ତଥାପି
November 15, 2011
ବାସ ଏମିତି ହି ହୁଏ,
ତମେ କୁହ
ମୁଁ କହେ
ଆଉ ପୁଣି କିଛି କଥା
ଚୁପ ହୋଇ ଯାଏ।ଗୋଟେ ଖାଲି ଛୋଟ ହସ
ଆସି ପୁଣି ଚାଲିଯାଏ,
ଆଉ ତୁମେ ବସ
ମୁଁ ବସେ
କିଛି କଥା ଆଖିର
କିଛି କଥା ସ୍ମୃତିର
ଆଉ ଏମିତି ଏମିତି
କିଛି କଥା ପବନରେ ମିଶି,
ବାଧ୍ୟକରେ ଚୁପ ରହିବାକୁ
ଆଉ କହିବାକୁ କିଛି କଥା
ଇସାରା ରେ ଆଖି ଠାରି
ଆଉ ଚୁପ ଚୁପ ହସି।
ତମେ କୁହ
ମୁଁ କହେ
ଆଉ ପୁଣି କିଛି କଥା
ଚୁପ ହୋଇ ଯାଏ।ଗୋଟେ ଖାଲି ଛୋଟ ହସ
ଆସି ପୁଣି ଚାଲିଯାଏ,
ଆଉ ତୁମେ ବସ
ମୁଁ ବସେ
କିଛି କଥା ଆଖିର
କିଛି କଥା ସ୍ମୃତିର
ଆଉ ଏମିତି ଏମିତି
କିଛି କଥା ପବନରେ ମିଶି,
ବାଧ୍ୟକରେ ଚୁପ ରହିବାକୁ
ଆଉ କହିବାକୁ କିଛି କଥା
ଇସାରା ରେ ଆଖି ଠାରି
ଆଉ ଚୁପ ଚୁପ ହସି।
Advertisement
No comments yet





